। ସଂକ୍ଷିପ୍ତରେ ଉତ୍ତର ଦିଅ ।
(1)ଭୂଗୋଳ ପୋଥ ପତରେ ପଛେ ନଥାଉ ତା’ର ନାଆଁଟି କହିବାର ତାତ୍ପର୍ଯ୍ୟ କ’ଣ ? (2) କବିଙ୍କପାଇଁ ତାଙ୍କର ଛୋଟ ଗାଁଟି କାହିଁକି ସର୍ଗପରି ମନେହୋଇଛି ?
(3) ପାଞ୍ଚଟି ପିଞ୍ଜରା କାଠି ଶେଷରେ କ’ଣ ହେବ ?
(4) ଗାଁର ଜଳ କବିଙ୍କ ଦେହରେ କିପରି ଭାବରେ ପ୍ରବାହିତ ?
QUESTION OF CHAPTER - 3 ODIA, CLASS 5 , CHAPTER NAME -CHOTA MORA GAAN TI , BOOK COMPANY-KALYANI KIDS .
Share
Answer:
(4) ଗାଁର ଜଳ କବିଙ୍କ ଦେହରେ ନଈ ଭାବରେ ପ୍ରବାହିତ
3) ପାଞ୍ଚଟି ପିଞ୍ଜରା ଶେଷରେ ଦାହ ହେବ
2 ) କାରଣ ସେ ଗାଁରେ ଜନ୍ମ ନେଇ ଖେଳା ବୁଲା କରିଛନ୍ତି
।) ମୋ ଗାଁ ଟା ଛୋଟ ଏବଂ ସେଥିରେ କିଛି ବିଶେଷତ୍ଵ ନାହିଁ
Explanation:
i hope it's helpful for you
mark me as a brainllist