ମୋ ପ୍ରିୟ ଶିକ୍ଷକ ଆଉ ଶିକ୍ଷୟତ୍ରୀ ଙ୍କ ବିଷୟରେ ରଚନା lekha......
Plzzzz
Share
ମୋ ପ୍ରିୟ ଶିକ୍ଷକ ଆଉ ଶିକ୍ଷୟତ୍ରୀ ଙ୍କ ବିଷୟରେ ରଚନା lekha......
Plzzzz
Sign Up to our social questions and Answers Engine to ask questions, answer people’s questions, and connect with other people.
Login to our social questions & Answers Engine to ask questions answer people’s questions & connect with other people.
Question:-
ମୋ ପ୍ରିୟ ଶିକ୍ଷକ ଆଉ ଶିକ୍ଷୟତ୍ରୀ ଙ୍କ ବିଷୟରେ ରଚନା
Subject:- Odia
Solution:-
ଶିକ୍ଷକ ସେ ଅଲିଭା ଆଲୋକ" ୧୯୭୫ ମସିହାରେ ପ୍ରକାଶିତ ହେଲା, ଯେଉଁଥିରେ ସ୍ଥାନିତ ହୋଇଥିଲା,ବହୁ ପ୍ରବୀଣ ଓ ନବୀନ କଥାକାରମାନଙ୍କର ଏକ ଭିନ୍ନ ସ୍ୱାଦ, ଭିନ୍ନ ସମ୍ବେଦନାର କାହାଣୀ । ଏହି ଗଛଗୁଡ଼ିକ ଗୋଟିଏ ସୂତ୍ରରେ ଗ୍ରଥତ ଏବଂ ଏହି ସୂତ୍ରଟି ହେଲା ସମାଜସେବୀ,ଛାତ୍ରବତ୍ସଳ ଓ ପ୍ରତିଭାବାନ୍ ଶିକ୍ଷକମାନଙ୍କର ଚରିତାଲେଖ୍ୟ । ୧୯୮୫ ମସିହାରେ ଏହି ପୁସ୍ତକର ଦ୍ବିତୀୟ ସଂସ୍କରଣରେ ପ୍ରକାଶନର ସୌଭାଗ୍ୟ ଲାଭ କଲାବେଳେ ମୋ ମନରେ ଉଙ୍କିମାରିଲା ଗୋଟିଏ ସ୍ୱପ୍ନ । ଏମିତି ମନଗଢା କାହାଣୀ ଅପେକ୍ଷା ବାସ୍ତବ ସତ୍ୟନିଷ୍ଠ ଜୀବନାଦର୍ଶ ଓ ଜୀବନାଲେଖ୍ୟ ରଚିତ ହେଲେ କେତେ ଭଲ ନ ହୁଅନ୍ତା !
ଏହି ଦୃଷ୍ଟିରୁ ସମ୍ବାଦପତ୍ର ଓ ବ୍ୟକ୍ତିଗତ ପତ୍ର ମାଧମରେ ଶିକ୍ଷକ ବନ୍ଧୁମାନଙ୍କୁ ଅନୁରୋଧ କଲି । କୃତବିଦ୍ୟ ଶିକ୍ଷକ ଯେଉଁମାନେ ଆମ ଓଡ଼ିଶାର ଶିକ୍ଷା ଜଗକୁ ସ୍ୱପ୍ରତିଭା, ନିଜୀବନ ସାଧନାରେ ମହିମାମଣ୍ଡିତ କରିଛନ୍ତି, ସ୍ତ୍ରୀୟ ଅକୃତ୍ରିମ ସ୍ନେହ ଓ ସୌହାର୍ଘ୍ୟର ଜଳ ସିଞ୍ଚନରେ ଅଗଣିତ ଛାତ୍ରଛାତ୍ରୀ -ଅଙ୍କୁରମାନଙ୍କୁ "ପୃଷ୍ପତ୍ପଳସମତି ବିନସ୍ପତିରେ ପରିଣତ କରିଛନ୍ତି, ସେମାନଙ୍କୁ ସ୍ମରଣ କରିବା ଓ ସ୍ମରଣୀୟ କରି ରଖିବା ଆମର ପବିତ୍ରତମ କର୍ତ୍ତବ୍ୟ । ଏ ଉପାୟରେ ଆମେ ଋଷିଋଣରୁ କିଞ୍ଚିତ ମୁକ୍ତ ହେବା ସଙ୍ଗେ ସଙ୍ଗେ ପରବର୍ତ୍ତୀ ପିଢିଙ୍କ ପାଇଁ ଆଦର୍ଶ ଆଲୋକ-ବର୍ତ୍ତିକା ଜାଳିଦେବା । ଶିକ୍ଷକମାନଙ୍କ ଜୀବନୀ ଗତାନୁଗତିକ ଶୈଳୀରେ ଲେଖି ଯାଇ ସେଥିରେ କେତାଟି ଶିକ୍ଷାପ୍ରଦ ଓ ପ୍ରେରଣାଦାୟକ ବାସ୍ତବ ଘଟଣାର ସାନ୍ନିବାସ ଆକର୍ଷଣୀୟ ଓ ସୁପାଠ୍ୟ କରିତୋଳିବ, ଏହିପରି ଏକ ପରିକଳ୍ପନା ଜାଗରୂକ ହେଲା ।
ବହୁ ଜୀବନୀ ମୋର ହସ୍ତଗତ ହେଲା ।
ତେଜ ବନ୍ଧୁ ଉତ୍ସାହବ୍ୟଞ୍ଜକ ପତ୍ର ବି ଦେଲେ । ସେମାନଙ୍କ ମଧ୍ୟରେ ତିନିଜଣ ସମପ୍ରାଣ ବଂଧୁଙ୍କ ନାମ ବଡ଼ ଉଲ୍ଲେଖିନୀୟ । ସେମାନେ ହେଲେ ସର୍ବଶ୍ରୀ ରମେଶଚନ୍ଦ୍ର ଚକ୍ରବର୍ତ୍ତୀ, ରବୀନ୍ଦ୍ର କୁମାର ପ୍ରହରାଜ ଓ ଭାଗୀରଥ ନୀୟକ । ବାରମ୍ବାର ସ୍ପଷ୍ଟୀକରଣ ଦେଲେ ମଧ୍ୟ କେତେକଙ୍କ ଜୀବନୀ ଓ ଲେଖା ସ୍ୱପ୍ଣନୁରୂପ ହେଲା ନାହିଁ । ତେଣୁ ମୁଁ ଭାବିଲି, ଏକ କର୍ମଶାଳାରେ ପ୍ରବୀଣ ଓ ଲେଖକମାନଙ୍କ ସମାବେଶରେ ଉକ୍ତ ଜୀବନୀ' ରଚନାର ଧାରା ତଥା ମାର୍ଗଦର୍ଶୀ (Guiding Principles) ସ୍ଥିର କରାଯିବ । ଏଥିପାଇଁ ସାହାଯ୍ୟ ଲୋଡ଼ିଲି ଭାରତ ସରକା ଶିକ୍ଷା ମନ୍ତ୍ରଣାଳୟରୁ । ମାତ୍ର ସେଠାରୁ ବିଫଲ୍ ହେଲାପରେ ରାଷ୍ଟ୍ରୀୟ ଶିକ୍ଷା ଯୋଜନା ପୃଷ୍ଠା l
Hope it will help you ☺️